ଓଁ ଭାଗବତେ ଶ୍ରୀ ବସୁଦେବାୟ ନମଃ ।
ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦ ଏକ ପଞ୍ଜିକୃତ ସଂସ୍ଥା । ଏହା 2005 ମସିହାରେ ଓଡିଶା ସରକାରଙ୍କ ଦ୍ୱରା ପଞ୍ଜିକୃତ ହୋଇ ଆସିଛି । ଏହାର ମୂଳ ଲକ୍ଷ୍ୟ ହେଲା, ଓଡ଼ିଶାର ପୁର ପଲ୍ଲୀ ରେ ଲୁକ୍କାୟିତ ଥିବା ସଂକୀର୍ତ୍ତନ କଳାକାର ମାନଙ୍କୁ ଖୋଜିବା ଏବଂ ଏକତ୍ରିତ କରିବା । ଏହା ବ୍ୟତୀତ ସମସ୍ତ ସଂକୀର୍ତ୍ତନ କଳାକାର ଙ୍କୁ ଆମ ଏହି ସଂସ୍ଥା ସହ ଯୋଡି ,ତାଙ୍କୁ ଲୋକ ଲୋଚନ କୁ ଆଣିବା, ସମ୍ମାନିତ କରିବା, ତାଙ୍କର ଜୀବନ ବୀମା କରିବା ଏବଂ କଳାକାର ଭତ୍ତା ପାଇଁ ସରକାର ଙ୍କୁ ଅନୁରୋଧ କରିବା ଆମର ଲକ୍ଷ୍ୟ । ଏହା ଏବେ ପଶ୍ଚିମ ଓଡିଶାର 12 ଟି ଜିଲ୍ଲା ରେ କାମ କରୁଛି । ପ୍ରତ୍ୟେକ ଜିଲ୍ଲାରେ ଆମର ଜଣେ ଲେଖାଏଁ District Coordinator ଅଛନ୍ତି । ତାଙ୍କ ତତ୍ୱାବଧାନ ରେ ପ୍ରତ୍ୟେକ ବ୍ଲକ ରେ ଜଣେ ଲେଖାଏଁ Block Cordinator ମଧ୍ୟ ଅବସ୍ଥାପିତ ଅଛନ୍ତି । ଏହି ମାନଙ୍କ ସହଯୋଗ ରେ ଆମେ କଳାକାର ମାନଙ୍କୁ ଖୋଜି ଥାଉ ଏବଂ ତାଙ୍କୁ ପଞ୍ଜିକୃତ କରିଥାଉ ।ପଞ୍ଜିକୃତ ହୋଇ ସରିଲା ପରେ ପ୍ରତ୍ୟେକ କଳାକାର ଙ୍କୁ Certificate ପ୍ରଦାନ କରାଯାଇଥାଏ । ଏହି Certificate କୁ ସେମାନେ ବିଭିନ୍ନ ସରକାରୀ ଯୋଜନା ରେ ବ୍ୟବହାର କରି ପାରିବେ ।
MEMBER
Vice-President
Manager
Counciler
Chairman
Election Member
Advisor
Former member
Law Advisor
KALAHANDI
SECRETARY
ASST-SECRETARY
CASSIER
election membars
election membars
election membars
election membars
ADVISORY MEMBERS
ADVISORY MEMBERS
ADVISORY MEMBERS
FORMER MEMBERS
MEMBER
ADVISORY
PRESIDENT
Yyy
NUAPADA
JHARSUGDA
SONEPUR
SAMBALPUR
BARGARH
BOUDH
BOLANGIR
SUNDARGARH
KANDHAMAL
DEOGARH
PRESIDENT
VIS PRESEDENT