ଆମ ବିଷୟରେ

ଓଁ ଭାଗବତେ ଶ୍ରୀ ବସୁଦେବାୟ ନମଃ ।

ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦ ଏକ ପଞ୍ଜିକୃତ ସଂସ୍ଥା । ଏହା 2005 ମସିହାରେ ଓଡିଶା ସରକାରଙ୍କ ଦ୍ୱରା ପଞ୍ଜିକୃତ ହୋଇ ଆସିଛି । ଏହାର ମୂଳ ଲକ୍ଷ୍ୟ ହେଲା, ଓଡ଼ିଶାର ପୁର ପଲ୍ଲୀ ରେ ଲୁକ୍କାୟିତ ଥିବା ସଂକୀର୍ତ୍ତନ କଳାକାର ମାନଙ୍କୁ ଖୋଜିବା ଏବଂ ଏକତ୍ରିତ କରିବା । ଏହା ବ୍ୟତୀତ ସମସ୍ତ ସଂକୀର୍ତ୍ତନ କଳାକାର ଙ୍କୁ ଆମ ଏହି ସଂସ୍ଥା ସହ ଯୋଡି ,ତାଙ୍କୁ ଲୋକ ଲୋଚନ କୁ ଆଣିବା, ସମ୍ମାନିତ କରିବା, ତାଙ୍କର ଜୀବନ ବୀମା କରିବା ଏବଂ କଳାକାର ଭତ୍ତା ପାଇଁ ସରକାର ଙ୍କୁ ଅନୁରୋଧ କରିବା ଆମର ଲକ୍ଷ୍ୟ । ଏହା ଏବେ ପଶ୍ଚିମ ଓଡିଶାର 12 ଟି ଜିଲ୍ଲା ରେ କାମ କରୁଛି । ପ୍ରତ୍ୟେକ ଜିଲ୍ଲାରେ ଆମର ଜଣେ ଲେଖାଏଁ District Coordinator ଅଛନ୍ତି । ତାଙ୍କ ତତ୍ୱାବଧାନ ରେ ପ୍ରତ୍ୟେକ ବ୍ଲକ ରେ ଜଣେ ଲେଖାଏଁ Block Cordinator ମଧ୍ୟ ଅବସ୍ଥାପିତ ଅଛନ୍ତି । ଏହି ମାନଙ୍କ ସହଯୋଗ ରେ ଆମେ କଳାକାର ମାନଙ୍କୁ ଖୋଜି ଥାଉ ଏବଂ ତାଙ୍କୁ ପଞ୍ଜିକୃତ କରିଥାଉ ।ପଞ୍ଜିକୃତ ହୋଇ ସରିଲା ପରେ ପ୍ରତ୍ୟେକ କଳାକାର ଙ୍କୁ Certificate ପ୍ରଦାନ କରାଯାଇଥାଏ । ଏହି Certificate କୁ ସେମାନେ ବିଭିନ୍ନ ସରକାରୀ ଯୋଜନା ରେ ବ୍ୟବହାର କରି ପାରିବେ ।

11
ସର୍ବମୋଟ ଜିଲ୍ଲା
144
ସର୍ବମୋଟ ବ୍ଲକ
14796
ପଞ୍ଜିକୃତ ସଦସ୍ୟ
479
ପଞ୍ଜିକୃତ ସଂକୀର୍ତ୍ତନ ଦଳ

ପରିଚାଳନା କମିଟି